Mu ethi
Sata.
Mora got bhasha achhi
Sata.
Mora gotie rajya achhi
Sata.
Aaina achhi bhasha byabahara karibaku
Sata.
Kehi bhasha byabahara karubahanti
Sata.
Danda nahin
Sata.
Mu mo parichaya harauchi
Sata.
Mu bhokila
Mu trusita
Sata.
Mu mati chhaduchhi
Peta pain
Sata
Mu tathapi kahuchhi
Mu bada.
Jadio sata nuhan.
Mu mo birudhare
Sunibakui prastuta nuhen.
In odia lipi or Brahmi script;
ସତ ଆଉ ସତ ନୁହଁ
ମୁଁ ଏଠି,
ସତ ।
ମୋର ଅଛି ଗୋଟିଏ ଭାଷା,
ସତ ।
ମୋର ଅଛି ଗୋଟିଏ ରାଜ୍ୟ,
ସତ ।
ଆଇନ ଅଛି ଭାଷା ବ୍ୟବହାର କରିବାକୁ,
ସତ ।
ବ୍ୟବହାର ନ କଲେ ଦଣ୍ଡ ନାହିଁ,
ସତ ।
ମୁଁ ମୋ ପରିଚୟ ହରାଉଛି,
ସତ ।
ମୁଁ ଭୋକିଲା,
ମୁଁ ତୃଷିତ,
ସତ ।
ପେଟ ପାଇଁ ମାଟି ଛାଡି ଯାଉଛି,
ସତ ।
ତଥାପି କହୁଛି ମୁଁ ବଡ,
ନୁହଁ ସତ ଯଦିଓ ।
ଆଉ ମୁଁ ମୋ ବିରୁଦ୍ଧରେ
ଶୁଣିବାକୁ ନୁହଁ ପ୍ରସ୍ତୁତ ।
we are living in poverty but not agree to this