ଦୁଷ୍ଟା ସ୍ତ୍ରୀ ଆଉ ଏ ଦେହ ନୁହଁ ଅଲଗା, ଦିହିଁକି ଦିହେଁ କେତେବେଳେ କରନ୍ତି କଣ ଯାଆନ୍ତି କେଉଁଆଡେ ମତେ ଛାଡି ଜଣା ପଡେ ନି। ଏ ଦିହିଁଙ୍କ ପଛରେ ଧାଇଁ ଧାଇଁ ମୁଁ ମଲିଣି। କବଜାରୁ ଏମାନଙ୍କର ରଖିବ ମତେ କିଏ ଜଣା ନାଇଁ।
In English;
Wicked wife and this body- not separate. Not known where to they go and what they do both. I am dying while following them. I know not who is there to save me from their clutch.
This poem has not been translated into any other language yet.
I would like to translate this poem