ପୁଅ Son Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପୁଅ Son

Rating: 5.0

ପୁଅ

1.

ଏତିକିରେ ହେବ ସେତିକିରେ ହେବ
କହ ନା ।

ଯାହା ବି କର୍
ଭାବି ଚିନ୍ତି କର୍ ।

ଆଉ ମନେରଖ,
ସମୁଦ୍ରର ବାଲିଗଦା ଭିତରୁ
ବାଲିକଣାଟିଏ ବି କରି ନୁ ।


ତୁ କିଏ ପୁଅ?
ପଡିବ ଜାଣିବାକୁ।

ଆଉ ବି ଜାଣିବାକୁ ପଡିବ
କଣ ପାଇଁ ଆସିଛୁ ଏଠିକୁ।

କହିବାକୁ ପଡିବ ଆଉ
ଦେଖେଇଦେବାକୁ ହେବ
ତୋର ତେଜ ସୂର୍ଯ୍ୟ ପରି।

ଆସିଛୁ ଅନ୍ଧାର ଚିରି।

2.


ଆକାଶ ତୋର ପୁଅ,
ଅଛୁ ତୁ ଜିଣିବାକୁ ଆକାଶ।

ଜିଣିବାର ଆନନ୍ଦ ଅଛି ତୋଠି,
ଅଛି ବି ହାରିବାର ସୁଗନ୍ଧ।

ନୁହେଁ କିଛି ଛୋଟ,
ନୁହେଁ ଜଟିଳ ବି।

ଭଲ ହେଉଛି ଭଗବାନ,
ଭଗବାନ ନ ହୁଅନ୍ତୁ ପଛେ
ଭଲ।

ଜୀବନ ସଂଗ୍ରାମରେ ତୁ ।

Wednesday, December 6, 2017
Topic(s) of this poem: son
POET'S NOTES ABOUT THE POEM
written in Odia language. Odia is the official language of Odisha, India
COMMENTS OF THE POEM
Binayakumar Mohanty 06 December 2017

Good inspiration for emerging generation. Nicely crafted poem

0 0 Reply
Gajanan Mishra 06 December 2017

father-son relationship based on truth and light

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success