ନୀରବତା
ଗଜାନନ ମିଶ୍ର
ବେଳେବେଳେ ଘୋଟିଆସେ
ବିପଦ ନୀରବତା ପାଇଁ ।
ଆଉ ବେଳେବେଳେ
ନୀରବତା ଇ କରିଦିଏ
ସବୁ ସମାଧାନ।
ସାବଧାନ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
22/01/2020
This poem has not been translated into any other language yet.
I would like to translate this poem