Sarbanimnare santusta hua
Indriyanku aayatta rakhi,
Satyaku anubhav kari.
Manerakha, asantosha
Aananda pariba ni dei.
Satyaru duraku jaanaa.
Gyana sahita ja aau
Hasal kara asima aananda.
In Odia lipi or Brahmi script;
ସର୍ବନିମ୍ନରେ ସନ୍ତୁଷ୍ଟ ହୁଅ
ଇନ୍ଦ୍ରିୟଙ୍କୁ ଆୟତ୍ତ ରଖି
ସତ୍ୟକୁ ଅନୁଭବ କରି ।
ମନେରଖ, ଅସନ୍ତୋଷ
ଆନନ୍ଦ ପାରିବ ନି ଦେଇ ।
ସତ୍ୟରୁ ଦୂରକୁ ଯାଅ ନା
ଗ୍ୟାନ ସହିତ ଯାଅ
ଆଉ ହାସଲ କର ଅସୀମ ଆନନ୍ଦ ।