ବଲୁଛେ ଘୁଡାଉପରେ
ବସବା! ହଏରେ ଟୁରି, ନେଇଁ ଜାନି?
ହେତାର ମାଏଝି
ଆରୁଗୁଟେ ବିହାହେଲା ମୁନୁଷସଁଗେ
ଭାଗଲା ବଲି, ହେ କହୁଛେ,
ମାଏଝି ଫ୍ରି।
ନେଇଁ ପାରେ କିହେ ବାନ୍ଧି।
ନେଇଁ ପଲାତା!
ଦୁସରା ଲୁକର ମାଏଝି ସଁଗେ
ତୁମେ ଖାଲି ଲଟପଟ ହଉଥିତ କେଁ?
ହଏ, ହେଲା ଯେ,
କୁଟୁମଗୁଟେକେ ବୁଡେଇ ଦେଲ କେନୁ!
ପିଲାଛୁଆ କାହାରହେଇ
ଆରୁ ରହେଲେ?
ଘର ସମାଜ ଗଲା ଉଜଡି
ଜେନଟାକେ ନେଇକରି
ଆମେ ଗରବ କରୁଥିଲେ!
ଫିରଙ୍ଗି ସିନା ଭାଗଲେ,
ହେମାନକର ପାଠ୍ ରହିଗଲା,
ଆରୁ ହେ ସଲା ପାଠ୍
ଏତକି କରୁଛେ ଇନ ନାଟ୍।
କର ବୁଆ ଯାହା କରୁଛ! ,
ଆମକେ ହେଲା ନ ଷାଠେ,
କହେଲେ କହୁଛନ୍ ଚୁପ୍ ପଡ ହୋ
ତୁମର କଥା ହଉ କି କବିତା
କେହେନସିନେ ନେଇଁ କାଟେ।
ବସମି ବଲୁଛେ ଜେନ
ଦିଅ ନିକେଁ ବସେଇ,
ଯଉ, ବସୁ ନି ହେଲେ,
କେଁ ମନଦୁଖ୍।
ଥ ତମେ ଆରାମସେ
ଅପନା ହାତ୍ ଜଗନ୍ନାଥ ବଲି ବଲି।
This poem has not been translated into any other language yet.
I would like to translate this poem