ଜୀବନ - ସପନ Life - Dreams Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜୀବନ - ସପନ Life - Dreams

Rating: 5.0

ସତରେ ଝଡୁଛି ସବୁ ପତର
ଗଜାନନ ମିଶ୍ର

ସତରେ ଝଡୁଛି ସବୁ ପତର,
ସତରେ ସତରେ ଯାଉଛି ବି
କଅଁଳି ରାତିରେ ଦିନରେ!

ସିରି ସିରି ପବନ ଓଦା ଓଦା
ଗତ୍ୟନ୍ତର ନାଇଁ ବଂଚିବା ଛଡା।
ଚାଲିଛିରେ ଭାଇ କ୍ରିୟା ପ୍ରତିକ୍ରିୟା
ଚାଲିଛି ମାପଚୁପ ଇଚ୍ଛାଅନିଚ୍ଛା!

ପ୍ରବଳ ଭଲ ପାଇବା ଭିତରେ
ମହଜୁଦ, ଆଉ ଆଉ ସୁନ୍ଦରେଇ
ଯାଉଛି ଜୀବନ ଡାଳରେ ଡାଳରେ।

ଆରେ ହେ ଜୀବନ, ଉଡ ଉଡ
ବୁଡ ବୁଡ, ଉଡି ଉଡି ବୁଡି ବୁଡି
ଛୁଇଁ ଛୁଇଁ ଯା ଶିରାରୁ ଶିରା ଆଉ
ଦେଖେଇ ଯା ମାଘର ପାଗରେ ବଂଚିବା!

ତପୋବନ, ଟିଟିଲାଗଡ, ବଲାଙ୍ଗିର
20/01/2020

Sunday, January 19, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success