In odia language,
Odia is the official language of Odisha, India.
କୁହ ନା
ଆକାଶରେ କିଛି ନାଇଁ।
ଆପତ୍ତି ନାଇଁ
ଉଡିବାକୁ ଇଚ୍ଛା ଯଦି ଆକାଶରେ।
ଉଡିବା ଆଗରୁ କିନ୍ତୁ
ଦେଖ ଥରେ ତୁମର ଚାରିଆଡକୁ।
ସତ କଣ ଜାଣ,
ସତ ହେଉଛି
ନୁହଁ କିଛି ତୁମେ,
ଆକାଶ ହେଉଛି ସବୁ
ଆଉ ସବୁ ରହିଛି
ଆକାଶରେ ଆକାଶଠି।