ଠିକ୍ ଅଛି, ଖରାପ ଭାବୁଛ ଯଦି
ଗଜାନନ ମିଶ୍ର
ଠିକ୍ ଅଛି, ଖରାପ ଭାବୁଛ ଯଦି।
ଅବଶ୍ୟ ଖରାପ ମୋ ଦେହ ମନ,
ଦେହର ମନର କିଛି ସ୍ଥିରତା ନାଇଁ ।
କ୍ରୋଧ ମତେ ହଲାପଟା କରୁଛି ତ
କାମରେ ଯାଉଛି ହଲି ଦୋହଲି
ଆଉ ବଦନାମଗଳିରେ
ଲେଖି ହେଉଛି ନାଁ।
ଆହୁରି ହେଉ ଆହୁରି ହେଉ
କହି କହି ବୁଲୁଛି କର୍ଫ୍ୟୁ ସହରରେ
ଲଟକି ରହି ବୃଥା ଜିନିଷରେ।
ଛିରେ କହି ପାରୁ ନି ଉଠି
ଥୁକାହୋଇଥିବା ଜାଗାରୁ।
ଠିକ୍ ଅଛି ପ୍ରକୃତି ଆଉ ମୁଁ
ହେଉଛି ଧନ୍ଦି ଦିନସାରା ଏମିତି।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
17/01/2021
In English;
It is all okay
If you misunderstood me.
Body and mind
Have no certainty.
My anger made me imbalanced
My desire made me tumble
And forced me to write my name
In illfate lane.
And wishing more and more
On the city if curfew.
Excuse me, I am not able to
Coming back from
The place I left.
It is all okay and
I am busy for nothing all days.
This poem has not been translated into any other language yet.
I would like to translate this poem