ଏଇଠି ଏଇଠି
ଗଜାନନ ମିଶ୍ର
ଦିନେ ଦିନେ ଏମିତି
ନିଜକୁ ପ୍ରସାରି ଦିଏଁ
ଆଉ ନିଜକୁ ନିଜେ ଇ
ଦେଖେଁ ଦେଖୁଥାଏଁ।
ଏଇଠି ମୁଁ ଏଇଠି ତୁମେ
ଦିନରାତିର କିଛି ନାଇଁ ମାନେ।
ଦେଖିଲେ ଦିଶିଲେ ରହିଲେ
ନାଇଁ ତ ଅସ୍ତ କୋଉ କୋଣେ।
ଆମରି ଭ୍ରମଣ ଆମଠି
କ୍ରମରୁ କ୍ରମ କରୁ କରୁ ସ୍ତୁତି।
ସମସ୍ତେ ଆତଯାତ ଏମିତି
ଶୁଭ ଶୁଭ କହୁ କହୁ କାନେ କାନେ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
21/01/2021
In a day and day
I spread myself
And used to
See myself.
Here I am here you are
No meaning of day and night
Seen shown and stayed
Otherwise set in any corner.
We travel within us
Reciting serially
All are coming and going
Wishing all good and good near ears.
This poem has not been translated into any other language yet.
I would like to translate this poem