Gotie pruthibi,
Dekhe mu tumathi, priya.
A hi dina.
A hi dina
Tume aasa mo pakhaku
Jane priya,
Samastanka pain.
Mu jane spasta
jane sabu jhamela
Jane sabu jibana.
Mu Dekhe tharuthiba bhayare.
Mu dekhe thare,
Puni thare
Aau aabishkar karen
Sabu amruta
Tuma bhitare, priya.
Tuma pain mu ethare.
Aau tume mate
Thik samayare dekha.
Samayaku samaya
Olata palata kara
Mu thae mora sirshare.
In Odia lipi;
ଗୋଟିଏ ପୃଥିବୀ
ଦେଖେ ମୁଁ ତମଠି ପ୍ରିୟ,
ଏହି ଦିନ ।
ଏହି ଦିନ ତୁମେ ଆସ
ମୋ ପାଖକୁ, ଜାଣେ ପ୍ରିୟ ।
ଜାଣେ ଆସ
ସମସ୍ତଙ୍କ ପାଇଁ ।
ମୁଁ ଜାଣେ ସ୍ପଷ୍ଟ
ଜାଣେ ସବୁ ଝାମେଲା
ଜାଣେ ସବୁ ଜୀବନ ।
ମୁଁ ଦେଖେ ଥରୁଥିବା ଭୟରେ,
ମୁଁ ଦେଖେ ଥରେ
ପୁଣି ଥରେ
ଆବିଷ୍କାର କରେ
ଅମୃତ ତୁମ ଭିତରେ ।
ତୁମ ପାଇଁ ମୁଁ ଏଠାରେ ।
ଆଉ ତୁମେ ମତେ
ଠିକ ସମୟରେ
ମତେ ଦେଖ ।
ମୁଁ ଥାଏଁ
ମୋର ଶୀର୍ଷରେ ।