ମାଛ ପାଣି
ଗ୍ୟାନ ନୌକା
ଋଷି ଧନ
ସବୁକୁ ରଖି ଏକତ୍ର
ଅନୁମାନ କରି ନିଅ
ଆଗାମି ଭବିଷ୍ୟତ ।
ମାଟି ମାଆ
ଗଛ ଆକାଶ
ପକ୍ଷୀ ପବନ
ସବୁକୁ ପୁଣି
ରଖି ଯଥାସ୍ଥାନରେ
ଭେଟ ସୂର୍ଯ୍ୟ ।
କିଏ କଣପାଇଁ
ବାହାର କର ସତ୍ୟ ।
This poem has not been translated into any other language yet.
I would like to translate this poem