ତୁମେ ଯେବେ ଆସିଗଲ
ମୋ ଜୀବନେ ଥରେ,
ସବୁ କିଛି ଭୂଲିଗଲି
ମୁଁ ଧୀରେ ଧୀରେ ।
ଜାଣିବାକୁ ଚାହିଁଲେ ବି
ଜାଣି ପାରୁନାହିଁ,
କହିବା କୁ ଚାହିଁଲେ ବି
କହି ପାରୁନାହିଁ ।।
ତୁମେ ଯେବେ କହିଦେଲ
ଏ ଜନ୍ମେ ମୁଁ ତୁମ,
ମୋ ଜୀବନେ ଫୁଟିଗଲା
ଫୁଲ ର ଏ ବନ ।
ହସେ ହସେ ଭରିଗଲା
ଏ ସଞ୍ଜ ସକାଳ,
ମୋ ଜୀବନେ ରହିଗଲା
ଏ ତ ଚିର କାଳ ।।
ହସେ ହସେ ଭରିଗଲା ଏ ସଞ୍ଜ ସକାଳ, ମୋ ଜୀବନେ ରହିଗଲା ଏ ତ ଚିର କାଳ ।। Lovely wording in such a melodically penned composition. Keep the spirit up, Kshirod. 10+++++ for this debut attempt.
ତୁମେ ଯେବେ କହିଦେଲ ଏ ଜନ୍ମେ ମୁଁ ତୁମ, ମୋ ଜୀବନେ ଫୁଟିଗଲା ଫୁଲ ର ଏ ବନ ।.....A lovely poem! (10)
Do let me know when itbis translated in English so that I can review and comment.
The nice romantic poem my friend.I enjoy your poem very much.
This poem has not been translated into any other language yet.
I would like to translate this poem
sundar, tume jebe aasigala