ଇ ଚକାଜନକେ
ଗଜାନନ ମିଶ୍ର
ମୋର ଡର
ଇ ଚକାଜନକେ ।
ଇତାକେ ଦେଖଲେ
ମତେ ଲାଗସି
ସଲା ଚିକିରପୁଓ
ହେଟା ବାଘ ବୋ।
ଇଟା ଉଦଲେ
କେନକେନଠାନ
ଥିସନ ଜେ
କୁଲିହାମାନେ
ରଡିଆନସନ ହୁକେ ହୋ।
ମତେ ଡର ଲାଗସି
ଇ ଚକାଜନକେ ।
ଇଟାକେ ଦେଖଲେ
ମୋର ଭିତରକେ
ପସିଆଏସି ଗୁଟେ
ପଶୁ କି ଅସୁର
ଭୁତ କି କାଣା
ନେଇଁ ଜାନି ପାରେଁ ।
ମାତରକ ସତ ଆଏ,
ମୁଇଁ ମୋରଠାନେ
ନେଇଁ ଥାଏଁ।
ଇ ଚକାଜନ
କାଣା କରିଦେସି
କେଜାନେ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
4/2/2019
This poem has not been translated into any other language yet.
I would like to translate this poem