କହିଥିଲି,
କାହାକୁ କଣ
ନାଇଁ ଆଉ ଭିତରେ।
ମକରା ଜାଲ ଭର୍ତି
ମୋ ପଢା ଟେବୁଲରେ ଏବେ।
ଭାଇରସ ସବୁ
ନଷ୍ଟ କଲେଣି
ମୋ କଂପ୍ୟୁଟରକୁ ବି।
ସ୍ପଷ୍ଟ ଆଉ
ଦିଶୁ ନି କିଛି।
ଏ ଜିଅନ୍ତା ଦିହ
ଆଉ କରନ୍ତା କଣ?
ଲହ ଲହ ଜିଭକୁ
ନାହିଁ ବାଡବତା?
This poem has not been translated into any other language yet.
I would like to translate this poem