ମିଛ ସହିତ
ଅଛ ତୁମେ ଯଦି
ମୋ ସଙ୍ଗ ଛାଡ,
ତୁମ ନାଶ ହେବା
ସମୟ ଉପଗତ।
ହୋଇ ପାରିବନି
ତୁମର କେବେ
ଉଭୟପଟ।
ବଂଚ, ନ ହେଲେ
ଯାଅ ମର।
ମୃତ୍ୟ ଆଉ ଜୀବନ
ଥାଏ ନା
ଏକା ସମୟରେ
ଏକାଠି କେବେ।
କଣକୁ ବାଛିବ
ବାଛ ଏବେ।
English rendering;
If you are
With falsehood
Leave me,
The time has arrived
To destroy you.
You can't be
With both
At the same time.
Live, or die.
Life and death
Can't stay
In the same place
At the same time
You are to
Choose one only
Now.
This poem has not been translated into any other language yet.
I would like to translate this poem