ନେଇଁ କହ କିଛୁ,
କହେଲେ ଫଶଲ ନ ହେଟା।
ଉକୁରବୁକୁର ନେଇଁ ପାର କରି ଆରୁ।
କହେଲେ ବଲବେ ଉଫଲୁଛେ,
କହେଲେ କହେବେ ତୋର କେଁ
ଜଉଛେ ରେ ଟୁରା!
ଇ ବୁଆ, ନି କହେଲେ କେନ୍ତା
ହେବା ସେ, ନେଇଁ ବୁଝନ କିହେ।
ତାକର ତାକର ସବୁ କହେବେ
ସବୁ କରବେ ଆରୁ ସୁନବାରଟା
ବୁଝବାରଟା ସହେବାରଟା
କିଛୁ ନେଇଁ ହୁଏ!
କେନ୍ତା ଇ ଠାନ ବସା
ରହେବା ସେ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
8/8/2019
This poem has not been translated into any other language yet.
I would like to translate this poem