ପହଁରୁଛି ନୀରବରେ Swimming Silently Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପହଁରୁଛି ନୀରବରେ Swimming Silently

Rating: 5.0

ପାଣିର ସ୍ୱପ୍ନ,
ସ୍ୱପ୍ନରେ ପାଣି
ବହୁଛି ଉଜାଣି।

ଦେ ଦେ
ଆଉ କେତେ
ଦେ ଆଣି।

ଏଥକୁ କର
ଉପାୟ ପହଁରିବାର।
ଏଥକୁ ଯାତ୍ରା
ଅନ୍ଧାରୁ ଅନ୍ଧାର ।

ବାମ ଆଉ ଡାହାଣ
କୁଣ୍ଡଳାକାର।
ଅଂଚଳ ଅଂଚଳ
ନିଶାର କଳେବର।

ସହ, ସହିଯାଅ,
ସହିବାକୁ ପଡିବ,
ମହାମନ୍ତ୍ରୀର ଆଦେଶ।
ଯାଉଛି ଆଉଛି ଯେ ଯାଏ
ନିଶ୍ୱାସପ୍ରଶ୍ୱାସ ।

ବ୍ୟବସ୍ଥାର ବି
ଗୋଟେ ସ୍ୱର ଛନ୍ଦ
ଅଛି ତ!

ସ୍ୱର୍ଗପ୍ରାପ୍ତି ଏଠି
ଭାରି ସହଜ।

Saturday, July 27, 2019
Topic(s) of this poem: life,time
POET'S NOTES ABOUT THE POEM
Language - odia, script - brahmi
COMMENTS OF THE POEM
Dr Dillip K Swain 27 July 2019

ସ୍ୱର୍ଗପ୍ରାପ୍ତି ଏଠି ଭାରି ସହଜ। Wonderful expression..............................................10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success