ଘୋଡା ଉପରେ ବସି Sitting On The Horse Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଘୋଡା ଉପରେ ବସି Sitting On The Horse

Rating: 5.0

ଘୋଡା
ଗଜାନନ ମିଶ୍ର

କରୁଛ ବିଶ୍ବାସ ଘୋଡାଙ୍କୁ!
କି ଜଣା ଏମାନଙ୍କୁ
କବାଟ ବନ୍ଦ କି କଣ!

ଛାତ ଡେଇଁ
ଧାଇଁ ଆସୁଛି ଯେବେ ପାଣି
ଜାଣିବାକୁ ହେବ
ଖରାର ପ୍ରକୋପ।
ଆଉ ଏତେବେଳେ ପଡିବ ଜଣା
ପାରଙ୍ଗମ କିଏ!

କବାଟକିଳା ଭାତ
କାନଫୁସକା ଲାତ
ଖାଇଲାଲୋକ ଜାଣେ
ହୃଦ-ଯନ୍ତ୍ରଣା ମରଣାନ୍ତକ।

କୁହ ନି,
କଳା ବ୍ରାହ୍ମଣର କାରନାମା!
କୁହ ନି,
ପହଂଚିଲାଣି କିଏ କୋଉଠି
କଣ ପାଇଁ!

ଆଶା-ଆଶଙ୍କା
ଥାଉ, ଅଛି ଯୋଉଟା ଯୋଉଠି।
ଘୋଡାକୁ ଦରକାର ନାଇଁ
ଖାତିର କରିବା,
କିନ୍ତୁ ଦରକାର ଘୋଡା ଉପରେ ବସି
ସୀମା ପାର ହୋଇଯିବା
ଯେତେ ଶୀଘ୍ର ପାରୁଛ ଯୋଉଠୁ।

ତପୋବନ, ଟିଟିଲାଗଡ,ବଲାଙ୍ଗୀର
15/08/2020

Friday, August 14, 2020
Topic(s) of this poem: body,time
POET'S NOTES ABOUT THE POEM
Language - odia
It is about living
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success