ତମର ମାଆଙ୍କୁ ସମ୍ମାନ କରୁଛି,
ତମେ ମୋର ମାଆଙ୍କୁ
ଅସମ୍ମାନ କଲେ ସହି ପାରିବି କି?
ଯାହାର ମା
ତା' ପାଇଁ ଦେବୀ
ଆଉ ସବୁ କିଛି।
ମାଆଙ୍କ ଭାଷାରେ
ରହିଛି ପରିଚିତି।
In English;
I respect your mother,
How can I tolerate
If you disrespect my mother.
Mother is the goddess
And everything for
Her sons and daughters.
And in mother's language
There is identity.
This poem has not been translated into any other language yet.
I would like to translate this poem