ଏଃ ଟୁକେଲ
ଗଜାନନ ମିଶ୍ର
ଉତ୍ପାତ ଏତକି
ହ ନେଇଁ, ଏଃ ଟୁକେଲ!
ଭାବୁଛୁ, ଆରୁ ହେବାର ନେଇଁ ନ
କେହେନସି ଥି ଫେଲ!
ଅଛେ ମୋରନେ
କଁଟା ଆଙ୍କେଲ,
ଏଃ ଟୁକେଲ, ଆନମି ଘିଚି,
ଠପ୍ ଜିବା ହେଇ
ତୋର ମାବୁଆର ଖେଲ।
ସପନ ଦେଖ ନେଇଁ
ଜେନ ନେଇ ନ ମୁଇଁ।
ଏଃ ଟୁକେଲ, ଜଉଛୁ କେନକେ
ଭିତରେ ଭିତରେ ଦୁରକେ
ଅଟକିଛେ ତୋରନେ ମୋର ମେଲ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
19/11/2018
This poem has not been translated into any other language yet.
I would like to translate this poem