ପତଙ୍ଗ
ଗଜାନନ ମିଶ୍ର
ରେ ପତଙ୍ଗ, ତୋ ରୂପ
ତୋ ହାବଭାବ
ବ୍ୟତିବ୍ୟସ୍ତ ନ
କରୁଛି ନୁହେଁ।
ତଥାପି ମୁଁ ନିଜକୁ
ରଖୁଛି ଅନ୍ତତଃ,
ଆଉ କରୁଛି ଚେଷ୍ଟା
ନିଜକୁ କରିବାକୁ
ନିଜର ପୂରା ଆୟତ୍ତ।
ଆଉ କରୁଛି ଚେଷ୍ଟା
ନ ପଡିବାକୁ
ଆସକ୍ତିରେ।
ଆଉ ରହୁଛି ସନ୍ତୁଷ୍ଟ
ଯାହା ପ୍ରାରବ୍ଧ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
06/01/2021
In English;
Oh butterfly,
It is not that
Your behavior and
Images disturbed me.
And yet I am
Controlling myself
And trying to keep
Myself under control.
And trying to
Not to fall
In attachment.
And trying to be satisfied
What is destined.
This poem has not been translated into any other language yet.
I would like to translate this poem