ବନ୍ଧୁ
କେନ୍ଦୁ ଖାଇଗଲା
ଯୋଉଟା ଥିଲା କୁହାଁ।
ଈର୍ଷା ଅହଙ୍କାରରେ ମଲା
ପୋଡାମୁହାଁ।
ବୁଝେଇବାକୁ ଗଲି,
ଦୋସ୍ତ, କ୍ୟୁଁ ଏଇସା କିଆ,
ଓଲଟା ବୁଝିଲା, ଭକୋଡଚଦୋ
ଗୁହେମୁତେ ସାନିଘାଁଟି ହେଲା।
ଭାଇୟା ଭାଇୟା ନ ରହା,
ବୁଲିଲା ଘର ଘର ଗାଁ ଗାଁ
ଲାଗିପାଟି କଲା ଚେଷ୍ଟା
କରିବାକୁ ବଦନାମ
ଆଉ ଫାଡିଦେଲା ଆଁ।
This poem has not been translated into any other language yet.
I would like to translate this poem
ଭାଇୟା ଭାଇୟା ନ ରହା, ବୁଲିଲା ଘର ଘର ଗାଁ ଗାଁ ଲାଗିପାଟି କଲା ଚେଷ୍ଟା କରିବାକୁ ବଦନାମ ଆଉ ଫାଡିଦେଲା ଆଁ। Wonderful expression! A beautiful poem....10