I will come
In your life
Not like others come,
I will come like
The teeth of a boy
That fall and appear.
I will come to stay for long
Till your hair become white
Bringing materials
You color it and try to
Hide white hair again
And again
And before all
I declare you mine,
Like this I will come.
Original in Hindi by Bandhu Pushkar.
କବିତା ମତେ ଛୁଇଁ ଗଲା,
ଦୁଇଟା ଭାଷାରେ ଦେଖୁନ୍-
; କୋସଲିରେ
ଆଏମି
ତମର ଜିବନେ
ଆସି ଏକା ଜିମି
ଜେନ୍ତା ସଭେ ଆଏସନ
ହେନ୍ତା ଆସେଁ ନେଇଁ
ଏନ୍ତା ଆଏମି
ଜେନ୍ତା ଗୁଟେ ଛୁଆର
ଦାଁତ୍ ଆଏସି, ଝଡସି,
ଫେର୍ ଆଏସି।
ଗୁରଦୁ ବେଲତକ୍
ରହେବାରକାଜେ ଆଏମି
ତୁମର ବାଲ ଧଲା ହେବା
ଆରୁ ତମେ ବଜାରରୁ
ଆନିକରି ରଁଗ ରଚାବ
ଧଲାବାଲକେ ଲୁକାବାରକାଜେ,
ଲୁକଉଥିବ।
ଆରୁ ସଭକର୍ ସାମ୍ନେ
ତମକେ ଅପନାମି
ଏନ୍ତା ମୁଇଁ ଆଏମି।
----------
; ଓଡିଆରେ
- ପ୍ରେମ -
ମୁଁ ତୁମ ଜୀବନରେ ଆସିବି,
ଆସି ହିଁ ଯିବି
ସମସ୍ତେ ଆସନ୍ତି ଯେମିତି
ଆସିବି ନି ସେମିତି
ମୁଁ ଏପରି ଆସିବି
ଯେପରି କୌଣସି ଛୁଆର
ପାଟିକୁ ଦାନ୍ତ ଆସେ,
ଭାଙ୍ଗେ, ଆଉ ପୁଣି ଆସେ।
ବହୁତ ବେଳଯାଏ ରହିବାକୁ ଆସିବି
ତୁମ ବାଳ ଧଳା ହେବ
ବଜାରରେ ମିଳୁଥିବା ଉପକରଣରେ
ତୁମେ ଲୁଚାଇବ, ପୁଣି ଲୁଚାଇବ।
ପୁଣି ମତେ ସଭିଙ୍କ ସାମ୍ନାରେ
ତୁମକୁ ଆପଣେଇବାକୁ ହେବ
ଏମିତି ହିଁ ଆସିବି ମୁଁ।
ମୂଳ ରଚନା- ବନ୍ଧୁ ପୁଷ୍କର
ସୌଜନ୍ୟ- ବାଗର୍ଥ ଡିସେମ୍ବର 2023
Esteemed Bandhu Pushkar's poem has been brilliantly translated in three different languages.....appreciated!
This poem has not been translated into any other language yet.
I would like to translate this poem
Beautifully translated. Many congratulations!