1.
ଚୁରନି ଗାଏ ବାଗିର
ଏନେତେନେ
ମୁହୁଁ ମାରମି ବଏଲେ
ନେଇଁ ହୁଏ,
ଉଦତି ବେଲ୍ ବାଗିର୍
ଏକ୍ଛାଟ ଗଲେ ଜାଇକରି
ପଁହଚିହେବା
ଠିକନା ଠାନେ
ଆରୁ କରି ହେବ।
କିଛୁ ଗୁଟେ ।
2.
ଚାଁଟି ମକରା ହେଇକରି
ରହେବ ବଏଲେ
ନେଇଁ ହୁଏ,
କୁକୁର ବାଗିର ଭୁ ଭୁ କଲେ
ଖାଲି ଲୁକ୍ ହସା,
ହାତି ହେଇକରି ଚାଲୁଥିଲେ
ଲୋକ୍ କହେବେ
ହଏବୋ ସତେ
ଏନ୍ତା ଟା ଇଟା।
This poem has not been translated into any other language yet.
I would like to translate this poem