ନାଇଁ କହେବାର କିଛୁ
ଖାଲି ଦଉଛେଁ ହେତେଇ
ଜେନଟା ହେଇଛେ କୁହା,
ଇତାର ଉତାରୁ କରବ
କାଣା ଦେଖ ନ ବୁଆ ।
ମୁଇଁ ଜାନିଛେଁ କାଣା
ଆଏ ମୁଇଁ ଆରୁ
ହେତିରକାଜେ ଦଉଛେଁ
ସୋର ପକେଇ, କହେବ
ନାଇଁ ଥିଲା ହୋ ଭେଡିଁଆଁ ।
କହୁଛେଁ ଜେନଟା
ହେଟା ସତ୍
ନେଇଁ କହେବାର ମୁଇଁ
ସତ୍ କେ ସତ୍ ବଲ ଭାଇ ।
This poem has not been translated into any other language yet.
I would like to translate this poem
ଭଲ୍ ଲାଗିଲା