ଅନ୍ୟର ଦୁଃଖରେ ଯିଏ ହୁଏ ନା ଦୁଃଖି
ଆଉ ଆନନ୍ଦ ପାଏ, ମଜା ନିଏ, ହସେ,
ତାଳି ମାରେ, ସୁସୁରି ବଜାଏ, ପୁଣି
ବୋଝ ଉପରେ ନଳିତା ବିଡା ପରି
ଆହୁରି ଅସୁବିଧାରେ ପକାଏ,
ସୁବର୍ଣ ସୁଯୋଗ ଏଇଟା ଭାବି
ଖାଲକୁ ଦିଏ ପେଲି, ଅଯଥା
ନିନ୍ଦା ବଦନାମ ମନରୁ ଭିଆଇ
ଚୋଟ ମାରେ, ଖୁସି ମନାଏ,
ସେମିତିଆ ଲୋକକୁ କଣ କହିବ!
This poem has not been translated into any other language yet.
I would like to translate this poem
Well penned dear poet....10