ଆଶା ଆଉ ବିଶ୍ବାସ Hope And Believe Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆଶା ଆଉ ବିଶ୍ବାସ Hope And Believe

Rating: 5.0

ମୋ ସରକାର
ମୋ ବସ
ମୋ ଓଡିଶା
ଯୋଉଠି ନାଇଁ
ଆଶା ଆଉ
ବିଶ୍ବାସ ।

ଧନ୍ୟବାଦ
ମନ୍ତ୍ରୀ ନେତା
ଧନ୍ୟବାଦ
ଅମଲାଅଫିସର
ଧନ୍ୟବାଦ
ଶିକ୍ଷକ ଛାତ୍ର
ଧନ୍ୟବାଦ
କୃଷକ
ଇଂଜିନିୟର
ଡାକ୍ତର!

ସମୟ ସହିତ
ମୋର କାରବାର
ସମୟର ପୃଷ୍ଠାଖୋଲା
ସମୟର ରଙ୍ଗରେ
ରଙ୍ଗୀନ ହୋଇ
ଯିବା ଆସିବା
ସମୟ ପିଠିରେ
ଆପଣା ସ୍ୱପ୍ନକୁ
ଆଙ୍କିଦେବା
କେଡେ ବଡ କଥା।

ବହୁତ ହେଉଛି,
ହେଉଛି ଯୋଉଟା।
ଧନ୍ଯବାଦ ।

Sunday, November 17, 2019
Topic(s) of this poem: thank you
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success