ସେମାନଙ୍କୁ ସବୁ
ଧରିଲି ମୁଁ,
ପଳାଉଥିଲେ ସେମାନେ
ଏଣେତେଣେ।
କିଏ କଣ କହିଲା
କି ନ କହିଲା
ଦେଇ ନି ଧ୍ୟାନ।
ଖୋଲା ଦୃଶ୍ୟରେ
ହଜିଲି କିଛି ସମୟ।
ସ୍ୱପ୍ନ ଉପରେ
ଥିଲା ଆଶା ଅଉ
ସେସବୁ ଉତୁରୁ ଥିଲେ
ମୋ ଇତିହାସରୁ ।
This poem has not been translated into any other language yet.
I would like to translate this poem
ସ୍ୱପ୍ନ ଉପରେ ଥିଲା ଆଶା ଅଉ ସେସବୁ ଉତୁରୁ ଥିଲେ ମୋ ଇତିହାସରୁ । Wonderful poetic expression! A beautiful poem..............10++++++