ବନ୍ଧୁ ହୋଇ ଯେବେ
ସାମୂହିକ ଦୁଃଖର କଥା
ସୁଖର କଥା ଶୁଣିବାକୁ ଅନିଚ୍ଛା,
ଆଉ ସବୁବେଳେ ନିଜ ପାଇଁ
ଫାଇଦା ଖୋଜା,
ସେମିତି ବନ୍ଧୁ ଥିଲେ କେତେ
ନ ଥିଲେ କେତେ!
This poem has not been translated into any other language yet.
I would like to translate this poem