ଘର ଭିତରେ ଏ ଟିଭିଟା
କରୋନା ଭୟ ସୃଷ୍ଟି କରି
ଆତଙ୍କିତ କରି ରଖୁଛି,
ଘରୁ ବାହାରି ବଜାରକୁ ଆସି
ଦେଖୁଛି ମସ୍ତିରେ ଲୋକେ
ହାଟ କରୁଛନ୍ତି ମିଳିମିଶି ।
This TV
Terrorise me
Within house
Coming outside
The house I see
People are feeling
Happy while marketing
Together.
This poem has not been translated into any other language yet.
I would like to translate this poem