ଅଟକାଅ
ଗଜାନନ ମିଶ୍ର
ପାରୁଛ ଯଦି ଅଟକାଅ,
ଅଟକେଇ ରଖ ପବନ
ଅଟକେଇ ରଖ ପକ୍ଷୀ
ଅଟକେଇ ରଖ ଘଡିକୁ ଘଡି
ବଦଳୁଥିବା ରଙ୍ଗ!
ପଚାର ନା କାହାର ଏ ରଙ୍ଗ,
ଅଧବାଟରେ ଦେଖାଅ ନା ଢଙ୍ଗ।
ଯିବାର ଅଛି ଯାହାର କର ନା ମନା
ଛାଡିଦିଅ ସବୁ ଆଉ ଗୋଡାଅ ନା
ଉଭାନ ହୋଇ ଯାଉଥିବା ମେଘଙ୍କୁ।
In English;
If you can make them stay
Make the air stay
Make the bird stay
Make the colour stay
That is changing moment to moment.
Ask not whose colour it is
Show not hypocrisy in midway,
If anyone is to go leave him or her
Follow not the clouds
That are disappearing.
This poem has not been translated into any other language yet.
I would like to translate this poem