ମେଘ ଆଉ ମୌସୁମୀ ଏକ
କହି ନାଇଁ କେବେ ପ୍ରିୟ।
ଏଠି ମତେ ରଖେଇବସେଇ ଦେଉ ନି ମୌସୁମୀର ସୂର୍ଯ୍ୟ
ଆଉ କହୁଛ ତୁମେ ପିଢାପାଣି ଦେଇ ଡାକିବି ଭିତରକୁ
ମୋ ଭଙ୍ଗା ଘରକୁ ଦଶା ଘାଟରୁ ଶୂନ୍ୟ ହାତରେ ଫେରି ଶତ୍ରୁକୁ!
କିଏ କାହାର ଶରଣରେ ଯାଏ କେତେବେଳେ
ଜଣା ପଡିଯାଏ ବଳେ ଅପେକ୍ଷା କରିଥିଲେ ଧୈର୍ଯ୍ଯ ସହିତ।
ଆମେ କେହି ବି, କି ଏଠି କିଛି ବି ନୁହଁ ସୁରକ୍ଷିତ,
ବେକାରଟାକୁ ଖାଲି ରାତିସାରା ଅନିଦ୍ରା ରହି
ବେକାର କରୁଛ ଏମିତି ସୁନ୍ଦର ସକାଳ।
ଯେ ଯା ହାତରେ ହୋଇ ଚାଲିଛି ନଷ୍ଟ
ଅଛି ଯଦିଓ ଆପଣାଠି ପ୍ରକୃତିଦତ୍ତ ସୁରକ୍ଷାବଳୟ।
English;
I have not told, dear
Clouds and monsoon one.
The monsoon sun is not giving a chance
To live in peace and at this time
When I am returning empty handed from graveyard
You are telling me to call the enemy in.
True, truth will come out
If patience is there with us.
No one among us, and nothing is secured.
Unnecessarily you are keeping awake whole night
Unnecessarily you are wasting beautiful morning.
Destroying here each one himself
Security is there though.
This poem has not been translated into any other language yet.
I would like to translate this poem
A pragmatic write! Thanks for sharing....10++++++