କହି ପାରିଲା ନି ନଈ
କିଆଁ ହେଲା ଏତେ ଓସାରିଆ।
କେମିତି କହନ୍ତା?
ପବନ ଇ ନ ଥିଲା।
ଆଉ ନ ଥିଲା ଚନ୍ଦ୍ରର ଛାଇ।
ମାରୁଥିଲା ବିଜୁଳି ଯଦିଓ
କବାଟ ଝର୍କା ବନ୍ଦ ନ ଥିଲା।
ମାଟି ଆଉ ଆକାଶ
ଆଉ ସବୁ ଥିଲା ମେଲା।
In English;
How so wide
The river could not express.
How could it tell?
Wind was not there,
So also the shadow
Of the moon.
It was lightning
And the doors and
Windows were not close.
All were open
The earth and the sky.
This poem has not been translated into any other language yet.
I would like to translate this poem