ତୁମ ସହ କେତୋଟି ମୂହୁର୍ତ୍ତ
ନିଶବଦ, ନିରୋଳା, ଲଗନ,
ଛାତି ତଳେ ଭରିଥିଲା ଶୀତ-
ଉତ୍ତେଜନା, ଶୀତଳ କମ୍ପନ ।
ତମ ସହ କଥା ଟିକେ ହୁଏ-
କି ନ ହୁଏ, ପାଖେ ତମ ବସି ।
କେଜାଣି କାହିଁକି ସାରା ଦିନ
ବିତିଯାଏ ପୂରା ଖୁସୀ ଖୁସୀ ।।
A meeting with the soul mate, even if in a dream, adds colours to the life. Before the limbs or lips or hands feel each other, the soul and the heart starts reading each other, feeling each other, getting into one form of existence. ତୁମ ସହ କେତୋଟି ମୂହୁର୍ତ୍ତ ନିଶବଦ, ନିରୋଳା, ଲଗନ, ଛାତି ତଳେ ଭରିଥିଲା ଶୀତ- ଉତ୍ତେଜନା, ଶୀତଳ କମ୍ପନ । Lovely lines. 10+++
ତମ ସହ କଥା ଟିକେ ହୁଏ- କି ନ ହୁଏ, ପାଖେ ତମ ବସି । କେଜାଣି କାହିଁକି ସାରା ଦିନ ବିତିଯାଏ ପୂରା ଖୁସୀ ଖୁସୀ ।। A meeting with the soul mate, even if in a dream, adds colours to the life. Loved reading this nice poem so much. 10++++
Yes dear Alina I feel it is a unique love poem. Love your sense of appreciation.
Thank you dear for your nice inspiration in the remarks. Thanks Alina.
This poem has not been translated into any other language yet.
I would like to translate this poem
ତମ ସହ କଥା ଟିକେ ହୁଏ- କି ନ ହୁଏ, ପାଖେ ତମ ବସି । କେଜାଣି କାହିଁକି ସାରା ଦିନ ବିତିଯାଏ ପୂରା ଖୁସୀ ଖୁସୀ ।। lovely poem sir. 10
Yes I feel it is a unique love poem. Love your sense of appreciation.Dear mam.
Thanks Sonali for the nice remarks.
Thanks dear for your kind inspiring words, Sonali.