ମୋ ସ୍ୱପ୍ନ ର
ମଶାଣୀ ପାଉଁଶ
ଦର ପୋଡା ଚମ, ଲୋମ,
ବାସ୍ନା ନେଇ,
ଅଫେରା ସ୍ୱପ୍ନ ର
ବସୀ ବିଛଣା କୁ,
ଗଲା ରାତି ଜହ୍ନ ଆଲୁଅ ରେ
ଭିଜି ଥିବା-
ସଜ ସଜ ରମଣ ବାସନା-
ଆଉ ଥରେ ଲେଉଟିବ ବୋଲି
ପ୍ରତିଶ୍ରୁତି ଦିଏ ।।
ତମ କୁ ଖୋଜିବା ବେଳେ
ସ୍ତବ୍ଧ ମୋର ତିନି କାଳ,
ସ୍ମୃତି ଆଉ ବିସ୍ମୃତି ର
ଷଡ ଋତୁ, ଚଉଦ ଭୂବନ
ତୁମ ବାସ୍ନା ଭିଜା ଏଇ
ଦେହ ମନ ପ୍ରାଣ।।।
A fragrance of lost dreams return to the bed of desire wet with moonshines of the past moments as a promise of a spring. 10++++
ତମ କୁ ଖୋଜିବା ବେଳେ ସ୍ତବ୍ଧ ମୋର ତିନି କାଳ, ସ୍ମୃତି ଆଉ ବିସ୍ମୃତି ର ଷଡ ଋତୁ, ଚଉଦ ଭୂବନ ତୁମ ବାସ୍ନା ଭିଜା ଏଇ ଦେହ ମନ ପ୍ରାଣ।।। A beautiful sharing of so nicely crafted a poem. I agree Sanjukta Didi..
ସଜ ସଜ ରମଣ ବାସନା- ଆଉ ଥରେ ଲେଉଟିବ ବୋଲି ପ୍ରତିଶ୍ରୁତି ଦିଏ ।। A lyrical presence of the beloved is often heard from beyond the mundane landscapes, the heart beats and sings a new tune, to the music of unheard songs. A fragrance of lost dreams return to the bed of desire wet with moonshines of the past moments as a promise of a spring. Great thought shared. 10++++
ତମ କୁ ଖୋଜିବା ବେଳେ ସ୍ତବ୍ଧ ମୋର ତିନି କାଳ, ସ୍ମୃତି ଆଉ ବିସ୍ମୃତି ର ଷଡ ଋତୁ, ଚଉଦ ଭୂବନ ତୁମ ବାସ୍ନା ଭିଜା ଏଇ ଦେହ ମନ ପ୍ରାଣ।।। A beautiful sharing of so nicely crafted a poem. I agree with you Alina.
ଗଲା ରାତି ଜହ୍ନ ଆଲୁଅ ରେ ଭିଜି ଥିବା- ସଜ ସଜ ରମଣ ବାସନା- ଆଉ ଥରେ ଲେଉଟିବ ବୋଲି ପ୍ରତିଶ୍ରୁତି ଦିଏ ।। Lovely poem shared. 10+++
ତମ କୁ ଖୋଜିବା ବେଳେ ସ୍ତବ୍ଧ ମୋର ତିନି କାଳ, ସ୍ମୃତି ଆଉ ବିସ୍ମୃତି ର ଷଡ ଋତୁ, ଚଉଦ ଭୂବନ ତୁମ ବାସ୍ନା ଭିଜା ଏଇ ଦେହ ମନ ପ୍ରାଣ।।। A beautiful sharing of so nicely crafted a poem. I agree with you Priyanka.
ଗଲା ରାତି ଜହ୍ନ ଆଲୁଅ ରେ ଭିଜି ଥିବା- ସଜ ସଜ ରମଣ ବାସନା- ଆଉ ଥରେ ଲେଉଟିବ ବୋଲି ପ୍ରତିଶ୍ରୁତି ଦିଏ ।। Lovely poem shared in such a nice way. 10+++
This poem has not been translated into any other language yet.
I would like to translate this poem
Promises are given to search love and see reflection in eyes. But life is uncertain and this body is destructible. Memory keeps love under calmness of moon. Body and mind still unite. An amazing love poem is wisely penned...10
ତମ କୁ ଖୋଜିବା ବେଳେ ସ୍ତବ୍ଧ ମୋର ତିନି କାଳ, ସ୍ମୃତି ଆଉ ବିସ୍ମୃତି ର ଷଡ ଋତୁ, ଚଉଦ ଭୂବନ ତୁମ ବାସ୍ନା ଭିଜା ଏଇ ଦେହ ମନ ପ୍ରାଣ।।। A beautiful sharing of so nicely crafted a poem. I agree with you Sir.
Thank you my dear revered Sir for your inspiring words.