ବୟସ ର ଅପରାହ୍ନେ
ଝରକା ଏପାଖେ,
ଧୂଆଁଳିଆ
ସମୟ ଚାଦର ତଳେ
କେହି ଅବା
ଧୀରେ ଛୁଇଁଯାଏ -
ବାହାରେ ବରଷା ତାର
ଅବିରତ ରିମ୍ ଝିମ୍ ସୁରେ
ମିଳନ ର ରାଗ ଗାଉଥାଏ ।।
This poem has not been translated into any other language yet.
I would like to translate this poem
It's poem from my Album of Poems during 2011..wriien in August.