ଗୀତ ମୋ ଅନ୍ତର
ବ୍ୟଥା ର କାହାଣୀ,
ଶୀତ ସକାଳ ର
ନରମ ଚାହାଣୀ ଖରା,
ଉଦାସ ମନ ର
ଉଦାସ ଅକ୍ଷରେ
ଲେଖୁଥାଏ ନିତି
ଲୁହ ର କବିତା ପରା ।।
ଶୀତ ସକାଳ ର ନରମ ଚାହାଣୀ ଖରା, କେତେ ସୁନ୍ଦର ଏଇ ଗୀତି କବିତା, ଏଥିପାଇଁ ତୁମକୁ ଅଶେଷ ଧନ୍ୟବାଦ । Thank you for sharing the beautiful lyrical poem filled with flood of emotions. 10+++
ଗୀତ ମୋ ଅନ୍ତର ବ୍ୟଥା ର କାହାଣୀ, ଶୀତ ସକାଳ ର ନରମ ଚାହାଣୀ ଖରା, ଉଦାସ ମନ ର ଉଦାସ ଅକ୍ଷରେ ଲେଖୁଥାଏ ନିତି ଲୁହ ର କବିତା ପରା ।। A classic piece of melodious and lyrical poem. Thanks for it. 10+++
ଗୀତ ମୋ ଅନ୍ତର ବ୍ୟଥା ର କାହାଣୀ, ଶୀତ ସକାଳ ର ନରମ ଚାହାଣୀ ଖରା, କେତେ ସୁନ୍ଦର ଏଇ ଗୀତି କବିତା, ଏଥିପାଇଁ ତୁମକୁ ଅଶେଷ ଧନ୍ୟବାଦ । Thank you for sharing the beautiful lyrical poem filled with flood of emotions. 10++++++
ଉଦାସ ମନ ର ଉଦାସ ଅକ୍ଷରେ ଲେଖୁଥାଏ ନିତି ଲୁହ ର କବିତା ପରା ।। A classic piece of melodious and lyrical poem. 10++++ for it.
ଶୀତ ସକାଳ ର ନରମ ଚାହାଣୀ ଖରା, କେତେ ସୁନ୍ଦର ଏଇ ଗୀତି କବିତା, ଏଥିପାଇଁ ତୁମକୁ ଅଶେଷ ଧନ୍ୟବାଦ । Thank you for sharing the beautiful lyrical poem filled with flood of emotions. 10++++
Thanks Rani for the beautiful remarks on the poem.