ମିଳନ ର ରଙ୍ଗ- 02 (Milana Ra Ranga -002/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 02 (Milana Ra Ranga -002/Odia Poem)

Rating: 5.0

ତୁମେ ଏଇ ଦୁନିଆ ରେ ଥିବ

ମୁଁ କେମିତି ଏ ପୂର ରୁ

ଖୁସୀ ଖୁସୀ ଦେହ ଛାଡି, ସେ ପୂର କୁ ଯିବି...


ଗୋଟିଏ ଦିନ ର ଦୂରୀ,

ଏ ବିରହ କି ଅସହ୍ୟ

ଜନମ ପାଇଁ ଅଲଗା, କେମିତି ଯେ ଯିବି...



ଆଗକୁ ଆସୁଚି ପୁଣି କେତେ

ବଇଶାଖୀ ବିରହ ର

ଲମ୍ବା ଲମ୍ବା ଦୂରତା ର ବେଳା-


କେମିତି ସହିବି ଏକା ଏକା

ସେ ନିଃସଙ୍ଗ ମୂହୁର୍ତ ର

ଅନ୍ତର ର ସୀମାହୀନ ଜ୍ୱାଳା...

ମିଳନ ର ରଙ୍ଗ- 02 (Milana Ra Ranga -002/Odia Poem)
Monday, October 16, 2017
Topic(s) of this poem: color,desire,longing,love,love and friendship,meeting
COMMENTS OF THE POEM
D Priyanka Singh 16 October 2017

ଗୋଟିଏ ଦିନ ର ଦୂରୀ, ଏ ବିରହ କି ଅସହ୍ୟ ଜନମ ପାଇଁ ଅଲଗା, କେମିତି ଯେ ଯିବି... A lovely appealing love poem, nice pic too. 10++++

3 0 Reply
Soumya Ranjan Rout 09 January 2018

ଆଗକୁ ଆସୁଚି ପୁଣି କେତେ ବଇଶାଖୀ ବିରହ ର ଲମ୍ବା ଲମ୍ବା ଦୂରତା ର ବେଳା- Beautiful lines.I enjoy it.

0 0 Reply
D Priyanka Singh 28 October 2017

ଆଗକୁ ଆସୁଚି ପୁଣି କେତେ ବଇଶାଖୀ ବିରହ ର ଲମ୍ବା ଲମ୍ବା ଦୂରତା ର ବେଳା- କେମିତି ସହିବି ଏକା ଏକା ସେ ନିଃସଙ୍ଗ ମୂହୁର୍ତ ର ଅନ୍ତର ର ସୀମାହୀନ ଜ୍ୱାଳା... Thanks for the sharing of so lovely a poem. 10+++ for it.

2 0 Reply
Subhas Chandra Chakra 06 January 2018

Thanks dear DP for so lovely remarks.

0 0
Alina Kaikeyi 28 October 2017

ଗୋଟିଏ ଦିନ ର ଦୂରୀ, ଏ ବିରହ କି ଅସହ୍ୟ ଜନମ ପାଇଁ ଅଲଗା, କେମିତି ଯେ ଯିବି... Passionate, full with emotion. 10++++ for it.

3 0 Reply
Subhas Chandra Chakra 06 January 2018

Thanks dear Alina for so lovely remarks.

0 0
Seema Sharma Rimi 16 October 2017

ଆଗକୁ ଆସୁଚି ପୁଣି କେତେ ବଇଶାଖୀ ବିରହ ର ଲମ୍ବା ଲମ୍ବା ଦୂରତା ର ବେଳା- Great lines. Enjoyed it. 10+

5 0 Reply
Subhas Chandra Chakra 06 January 2018

Thanks dear Toni for so lovely remarks.

0 0
Prativa Rani 16 October 2017

ଆଗକୁ ଆସୁଚି ପୁଣି କେତେ ବଇଶାଖୀ ବିରହ ର ଲମ୍ବା ଲମ୍ବା ଦୂରତା ର ବେଳା-

4 0 Reply
Subhas Chandra Chakra 06 January 2018

Thanks dear Rani for so lovely remarks.

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success