ମିଳନ ର ରଙ୍ଗ- 01 (Milana Ra Ranga -001/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 01 (Milana Ra Ranga -001/Odia Poem)

Rating: 5.0

କାଲି ପୁଣି ତମକୁ ଭେଟିବି

ଏ ଭାବନା ଆଜି ଠାରୁ

ମୋ ମନ କୁ କରୁଛି ଚଞ୍ଚଳ

ଆଜି ସବୁ ପ୍ରିୟ ମୁହଁ ଥିଲା

ଚାରି ଆଡେ ହସ ଖୁସୀ

ହେଲେ ମନ ଅଥୟ, ଉତ୍ତାଳ....



ରାତି ପାହିବାକୁ ଅଛି ଡେରି

ତୁମ କଥା ମନେ ପଡି

ଭାଙ୍ଗି ଯାଏ ନିଦ ବାର ବାର-

କବର କୁ ଯିବି ଯେତେବେଳେ

ଯଦି ତମେ ମନେ ପଡ

କାଳ ନିଦ ଭାଙ୍ଗିବ କେ ମୋର?

ମିଳନ ର ରଙ୍ଗ- 01 (Milana Ra Ranga -001/Odia Poem)
Monday, October 16, 2017
Topic(s) of this poem: color,longing,meeting,soul mates
COMMENTS OF THE POEM
D Priyanka Singh 16 October 2017

କବର କୁ ଯିବି ଯେତେବେଳେ ଯଦି ତମେ ମନେ ପଡ କାଳ ନିଦ ଭାଙ୍ଗିବ କେ ମୋର? A nice poem, appealing the heart. 10+++ for the sharing.

3 0 Reply
Soumya Ranjan Rout 09 January 2018

ରାତି ପାହିବାକୁ ଅଛି ଡେରି ତୁମ କଥା ମନେ ପଡି ଭାଙ୍ଗି ଯାଏ ନିଦ ବାର ବାର- କବର କୁ ଯିବି ଯେତେବେଳେ ଯଦି ତମେ ମନେ ପଡ କାଳ ନିଦ ଭାଙ୍ଗିବ କେ ମୋର? It's a fabulous poem and you were writing your own poetic feelings.Thanks for sharing 10+++++++++

1 0 Reply
D Priyanka Singh 28 October 2017

ରାତି ପାହିବାକୁ ଅଛି ଡେରି ତୁମ କଥା ମନେ ପଡି ଭାଙ୍ଗି ଯାଏ ନିଦ ବାର ବାର- Great poem shared. 10+++ for it.

2 0 Reply
Subhas Chandra Chakra 28 October 2017

Thanks Priyanka for the inspiration and the great words.

0 0
Alina Kaikeyi 28 October 2017

କବର କୁ ଯିବି ଯେତେବେଳେ ଯଦି ତମେ ମନେ ପଡ କାଳ ନିଦ ଭାଙ୍ଗିବ କେ ମୋର? Beautiful poem.10+++ for it.

2 0 Reply
Subhas Chandra Chakra 28 October 2017

Thanks Alina for the inspiration and the great words.

0 0
Prativa Rani 16 October 2017

ରାତି ପାହିବାକୁ ଅଛି ଡେରି ତୁମ କଥା ମନେ ପଡି ଭାଙ୍ଗି ଯାଏ ନିଦ ବାର ବାର- କବର କୁ ଯିବି ଯେତେବେଳେ ଯଦି ତମେ ମନେ ପଡ କାଳ ନିଦ ଭାଙ୍ଗିବ କେ ମୋର? Nicely penned love poem.

2 0 Reply
Subhas Chandra Chakra 28 October 2017

Thanks Prativa for the inspiration and the great words.

0 0
Seema Sharma Rimi 16 October 2017

ରାତି ପାହିବାକୁ ଅଛି ଡେରି ତୁମ କଥା ମନେ ପଡି ଭାଙ୍ଗି ଯାଏ ନିଦ ବାର ବାର- କବର କୁ ଯିବି ଯେତେବେଳେ ଯଦି ତମେ ମନେ ପଡ କାଳ ନିଦ ଭାଙ୍ଗିବ କେ ମୋର? Lovely write. Thanks for the sharing. 10++++ for it.

3 0 Reply
Subhas Chandra Chakra 28 October 2017

Thanks Rini for the inspiration and the great words.

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success