ପାନ୍ଥଶାଳା-001 (Pantha Shala-01/Odia Poem) Poem by Subhas Chandra Chakra

ପାନ୍ଥଶାଳା-001 (Pantha Shala-01/Odia Poem)

Rating: 5.0

ପାନ୍ଥଶାଳା ଏବେ ପଚାରି ବୁଝୁଛି,

ଏଠି କିଆଁ ଲେଖ ନାଆଁ-

ଦୁନିଆ ପଡିଛି ଖାଲି ଖାଲି ସେଠି

ଶୁଖା ଶୁଖା, ଖାଁ ଖାଁ

ଅୟୁତ ଶରତ, ହଜାର ବସନ୍ତ

ହଜାଇଛି ଯେଉଁ ଗାଆଁ-

ତା ଆମ୍ବ ବଉଳ ବାସ୍ନା ରେ ବାସ୍ନା ରେ

ଅଛି ଲେଖା ତୁମ ନାଆଁ ।।

Sunday, September 24, 2017
Topic(s) of this poem: castle,loneliness,memoirs,old memory
COMMENTS OF THE POEM
Anita Aparajita Das 27 September 2017

ଅୟୁତ ଶରତ, ହଜାର ବସନ୍ତ ହଜାଇଛି ଯେଉଁ ଗାଆଁ- ତା ଆମ୍ବ ବଉଳ ବାସ୍ନା ରେ ବାସ୍ନା ରେ ଅଛି ଲେଖା ତୁମ ନାଆଁ ।। Beautiful poem Subhas. Thanks for it. 10++++

8 0 Reply
Seema Sharma Rimi 27 September 2017

ତା ଆମ୍ବ ବଉଳ ବାସ୍ନା ରେ ବାସ୍ନା ରେ ଅଛି ଲେଖା ତୁମ ନାଆଁ ।। Beautiful line, thanks for the sweet lyrics within. Thank sir for sharing. 10++++

8 0 Reply
Paresh Chakra 11 December 2018

It is a very beautiful odia poem 10+++++++++

0 0 Reply
Ranjan Kumar Ghosh 29 November 2017

ପାନ୍ଥଶାଳା ଏବେ ପଚାରି ବୁଝୁଛି, ଏଠି କିଆଁ ଲେଖ ନାଆଁ- ଦୁନିଆ ପଡିଛି ଖାଲି ଖାଲି ସେଠି ଶୁଖା ଶୁଖା, ଖାଁ ଖାଁ Nice start of the new series, loved the raw emotion that wet the poems. Thanks. 10++

2 0 Reply
Seema Sharma Rimi 06 February 2018

I agree with you dear Ranjan.

0 0
Rajendra Rout 29 November 2017

ଅୟୁତ ଶରତ, ହଜାର ବସନ୍ତ ହଜାଇଛି ଯେଉଁ ଗାଆଁ- ତା ଆମ୍ବ ବଉଳ ବାସ୍ନା ରେ ବାସ୍ନା ରେ ଅଛି ଲେଖା ତୁମ ନାଆଁ ।। Beautiful poem Subhas. Thanks for it. 10++++

3 0 Reply
Seema Sharma Rimi 06 February 2018

I agree with you dear Rajendra.

0 0
Sonali Parida 26 November 2017

ଅୟୁତ ଶରତ, ହଜାର ବସନ୍ତ ହଜାଇଛି ଯେଉଁ ଗାଆଁ- ତା ଆମ୍ବ ବଉଳ ବାସ୍ନା ରେ ବାସ୍ନା ରେ ଅଛି ଲେଖା ତୁମ ନାଆଁ ।। Beautiful poem Subhas. Thanks for it.

3 0 Reply
Seema Sharma Rimi 06 February 2018

I agree with you dear Sona.

0 0
Soumya Ranjan Rout 10 October 2017

ଅୟୁତ ଶରତ, ହଜାର ବସନ୍ତ ହଜାଇଛି ଯେଉଁ ଗାଆଁ- ତା ଆମ୍ବ ବଉଳ ବାସ୍ନା ରେ ବାସ୍ନା ରେ ଅଛି ଲେଖା ତୁମ ନାଆଁ ।। This poem a beautiful poem.Thank you for sharing this poem10++++

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success