କାହା ପାଇଁ କିଏ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କାହା ପାଇଁ କିଏ

Rating: 5.0

ଲୋକଙ୍କ ପାଇଁ ସରକାର,
ସରକାର ପାଇଁ ଲୋକ ନୁହଁ
କଦାପି ନୁହଁ।
ଲୋକ ହିଁ ମୂଳ,
ଲୋକ ଚାହିଁଲେ
ବଦଳାଇଦେବେ
ସରକାରଙ୍କ କପାଳ।
କପାଳ ସରକାରଙ୍କ ବାମ
ଲୋକଙ୍କ ପାଇଁ ଯଦି
ସରକାର ନ କଲା କାମ।
ଲୋକଙ୍କ ଭାଷାରେ
ଲୋକଙ୍କ ପରିଚୟ,
ଲୋକଙ୍କ ଭାଷାକୁ
ନ ମାନିଲେ ସରକାର,
ସୁନିଶ୍ଚିତପରାଜୟ।
ଭୁଆଁ ବୁଲା କେତେ ଦିନ?
ଲୋକଙ୍କ ଦ୍ବାରା ସରକାର
ଲୋକଙ୍କର ସରକାର
ଲୋକଙ୍କ ପାଇଁ କାମ ନ କଲେ
ବେଳ ଲାଗିବ ନି
ହୋଇଯିବ ଶୂନ୍ଯ ।

COMMENTS OF THE POEM
Dr Dillip K Swain 01 February 2019

ଲୋକଙ୍କ ପାଇଁ ସରକାର, ସରକାର ପାଇଁ ଲୋକ ନୁହଁ କଦାପି ନୁହଁ। I agree with you dear elder brother but sometimes people don't get proper justice! Well penned...10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success