ଏକ ମାତ୍ର,
ଏକ ମାତ୍ର ଧଳାପଥର
ଆଉ ସେଇ ପଥର ଦେହରେ
ସବୁ ସହଜ ସରଳ ।
ବୁଝିବା କଷ୍ଟ
ସେଦିନ ଗୁଡିକ
ଯୋଉଟା ଥିଲା
ହାତରେ ଆମର ।
ଶୀତ ନାହିଁ କି
ନାହିଁ ଖରା,
ଏଥିରେ ପରଖୁଛ
ବନ୍ଧୁର ଖବର ।
This poem has not been translated into any other language yet.
I would like to translate this poem