ଏ ଫୁଲ ମୋର
ଏ ପ୍ରଜାପତି ମୁଁ ।
ଏତେ ସବୁ ରଙ୍ଗବାସ
ମୋ ପାଇଁ କେବଳ ।
ମୁଁ ଗାଉଛି
କୋଇଲି କଣ୍ଠରେ ଗୀତ ।
ଚନ୍ଦ୍ର ତାରା ନକ୍ଷତ୍ରାଦିର
ଆଲୁଅ ସବୁ ମୋର ।
ଗଛ ଜଙ୍ଗଲ ପାଣି ପବନ
ସବୁ ରଖିଛି ସଭିଙ୍କ ପାଇଁ ।
ଜାରି ରଖିଛି ଯାତ୍ରା ମୋର
ସମସ୍ତଙ୍କୁ ନେଇ ପଂହଚାଇବାକୁ
ଠିକଣା ଜାଗାରେ ଯୋଉଠି
ଅଛି କେବଳ ମୁଁ ।
This poem has not been translated into any other language yet.
I would like to translate this poem
life is everywhere, life is the only truth, though differ in forms and shapes, yet it is one