ସୁନ୍ଦରରେ ଅଛି କଣ?
ଯାହା ଥାଉ ନା କାହିଁକି,
ଆମେ ଏଠି ସବୁ ସୁନ୍ଦରତା ଭିତରେ,
ଆଉ ଫୁଟିଉଠୁଛୁଁ ଆହୁରି ଆହୁରି
ସୁନ୍ଦର ହୋଇ ଏଠାରେ ।
ଅଭାବ ନାହିଁ କିଛି ଆମ ପାଖରେ,
ଆଉ ଆମେ ସବୁ ସୁଖ, ସବୁ ଐଶ୍ଵର୍ଯ୍ୟ ଧରି
ଯାଉଛୁଁ ଆଗେଇ ଅମୃତମୟ ରାସ୍ତାରେ ।
This poem has not been translated into any other language yet.
I would like to translate this poem