ମା ମାଟି ମାତୃଭାଷା
ମା ମାଟି ମାତୃଭାଷାର ବିକାଶ
ଆମର ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ।
ମାତୃଦ୍ରୋହୀ କେବଳ ଆମ
ରାସ୍ତାରେ ଆସି ଛିଡା ହେବ,
କିନ୍ତୁ ଜାଣିଛି ସିଏ ଭଲକରି
ଚେର ସହିତ ସେ ହେବ ଉତ୍ପାଟନ ।
ମା ମାଟି ମାତୃଭାଷା ଛାଡି
ଭବିଷ୍ୟତ ଚିନ୍ତା କରାଯାଇ ପାରେ ନା ।
ମା ମାଟି ମାତୃଭାଷାରେ ରହିଛି
ଆମର ପରିଚିତି ଆଉ ସବୁକିଛି ।
ଆସ ଭାଇ, ଏକ ହୁଅ, ଆଉ
ବାହାରିପଡ ଦେବାକୁ ପାନେ
ମା ମାଟି ମାତୃଭାଷା ପାଖରେ
ଛଳନା କରୁଥିବା ଲୋକକୁ
ଦଫନ କରିବା ଠାନରଟାଠାନେ ।