ନିର୍ମାଲ୍ଯ - ଅମୃତ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନିର୍ମାଲ୍ଯ - ଅମୃତ

Rating: 5.0

ମାତ୍ର ଗୋଟିଏ କଣା,
ମାଗୁଛି ଗୋଟିଏ କଣା
ନିର୍ମାଲ୍ୟ।

ନିର୍ମାଲ୍ଯ ହୁଏ
ଅବଡାରୁ,
ଅବଢା ହୁଏ
କୈବଲ୍ୟରୁ,
କୈବଲ୍ୟ ହୁଏ
ମହାପ୍ରସାଦରୁ,
ମହାପ୍ରସାଦ ହୁଏ
ନୈବେଦ୍ୟରୁ,
ନୈବେଦ୍ୟ ହୁଏ
ଭୋଗରୁ,
ଭୋଗ ହୁଏ
ଛେକରୁ,
ଛେକ ହୁଏ
ଅନ୍ନରୁ,
ଅନ୍ନ ହୁଏ
ଅମୁଣିଆରୁ,
ଅମୁଣିଆ ହୁଏ
ଚାଉଳରୁ,
ଚାଉଳ ହୁଏ
ଧାନରୁ,
ଧାନ ହୁଏ
ମାଟିରୁ।
ଏ ଦେହ ତ ମୋର
ମାଟିରୁ, ଆଉ
ମୁଁ ମାଟି।
ମୁଁ ନିର୍ମାଲ୍ୟ।
ବଂଚିବା ମରିବା
ସମାନ ମୋ ପାଇଁ।
ନିର୍ମାଲ୍ଯରେ ଯାଉ
ସମସ୍ତ ଆୟୁଷ ମୋର,
ନାଇଁ ବିଷ କୋଉଠି
ନିର୍ମାଲ୍ଯର ସ୍ପର୍ଶରେ
ବିଷ ସବୁ ହୁଏ ଅମୃତ।

Thursday, January 31, 2019
Topic(s) of this poem: earth,life
COMMENTS OF THE POEM
Gajanan Mishra 31 January 2019

This body is the earth, we eat rice produced on earth. Eating rice we live. We are really earth, far from anger pride etc.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success