Time is needed
To do anything.
To do everything
We have plenty of time.
...
Not always advisable,
Putting questions.
Putting questions
...
ଆସି କହିଲା ସବୁ ଗୁଜବ,
ପ୍ରତିହତ କରିବାର ନ ଥିଲା ଶକ୍ତି
କାହାର ବି ଏଠି।
...
ବାଳ ଧଳା ହେଲେ
ବୁଢା କିଆଁ କହନ୍ତି?
ଆଉ ଗେରୁଆ ହେଲେ
କଣ କହନ୍ତି ଜାଣି ନି।
...
କିଏ ନିନ୍ଦା କରେ କି
ଗାଳି ଦିଏ ମଲା ଲୋକକୁ?
ଜିଅନ୍ତା ଉପରେ ସବୁ ମାଡ!
...
ରତିପତି ନାଇଁ
ଜଙ୍ଗଲସାରା ଧାଇଁ ଧାଇଁ
ଯାଉଛ କାହିଁ!
କିଛି ବୁଝୁ ନି
...
ଜିଣିବାର ଅଛି ଯଦି ଜିଣ ମୃତ୍ୟୁ
ଆଉ ଦିଅ ଦେଖାଇ କୋଉଠି ମିତ୍ର
ଆଉ କୋଉଠି ଶତ୍ରୁ।
...
Nothing but
Digestion troubles
I feel here.
I see the enemy near,
...