We Are United In Hearts Poem by Anil Mallick

We Are United In Hearts

ହେ ମୋର ସୁନା ହରିଣୀ
କାହିଁ ଦୂରେ ଯାଅନି ଚାଲି
କେମିତି ପୂରଣ କରିବି ମୋ କୁଶଳତା
କୌତୁକୀ ହୁଏ ତୁମକୁ ଦେଖିବା ପାଇଁ I

ହେ ପରଦେଶୀ ଚଢ଼େଇ
କାହିଁ ଉଡି଼ ଯାଅନି ଫୁ୍ରକରି
ମନ ବୁଝେନା କହିଁ, ଡେଣା ବଢ଼େଇ ମୁହିଁ
ଯତନେ ରଖିବି ତୁମକୁ, ତୁମ ଈଛାକୁ ଆପଣାଇ I

ଯେଉଁଠି ଥାଅ ନା କାହିଁ ଭଲରେ ଥାଅ
ହୃଦୟଗଂମ କରି ତୁମକୁ ମୁଁ ପାରୁନି ଭୁଲି
ଅଳ୍ପଦିନ ଛୁଟି ସବୁ ଲାଗେ ନିରର୍ଥ
ଦିନ ଓ ସପ୍ତାହ ଲାଗେ ଖାଲି ଖାଲି ।

କିଏ ପୂରଣ କରିବ? ସେହି ସ୍ଥାନ ତୁମରି
ଆଶା କରେ, ମୋ ସୂନ୍ୟସ୍ଥାନ କରିବ ପୂରଣ ।

POET'S NOTES ABOUT THE POEM
We are United in hearts, though physically far.
COMMENTS OF THE POEM
Be the first one to comment on this poem!
READ THIS POEM IN OTHER LANGUAGES
Close
Error Success