ଧର ଧର ମଣିଷକୁ ଧର,
ଯେତେ ମଣିଷ, ସବୁଇ ରସ,
ସବୁ ସବୁ ସମସ୍ତେ ସୁନ୍ଦର।
ଧର ଧର ମଣିଷକୁ ଧର,
ମଣିଷଠି ଅଛି ଜଗତଜିତା କାରବାର,
ଧର ଧର ମଣିଷକୁ ଧର।
ମଣିଷର ହସ, ମଣିଷର ଭାଷ
ମଣିଷ ଇ ହେବ ଶାନ୍ତି ପ୍ରୀତି ପ୍ରେମର ଈଶ୍ୱର।
English rendering;
Catch the men catch the men,
As many men, all are nectar,
All to all beautiful.
Catch the men catch the men,
Men have all victory business,
Catch the men catch the men.
The smile of men, the speech of men,
And men only can be god of peace and love.
This poem has not been translated into any other language yet.
I would like to translate this poem